DASAHA CARD IN PAGEMAKER
FREE FOR ALL MEMBER
ଖାଲି ଆପଣଙ୍କୁ ନାମ ଭରିବାକୁ ପଡିବ ତା ଛଡା ଆଉ କିଛି କରିବାକୁ ପଡିବ ନାହି
ଦୟାକରି ଆପଣଙ୍କ ଆଉ କିଛି ଦରକାର ଥାଏ ତାହେଲେ ଆମକୁ ଜଣେଇବା ପାଇଁ କଷ୍ଟ
କରନ୍ତୁ
ଯଦି ଆପଣ ନ ଜଣେଇବେ ତାହେଲେ ଆମେ ଜାଣିପାରିବା ନାହି
ତେଣୁକରି ଆପଣକ ଯାହାବି ଜାଣିବାର ଅଛି ଆମକୁ କମେଣ୍ଟ କରନ୍ତୁ
ଆମେ ଯେତେ ଶୀଘ୍ର ହେବ ଆପଣଙ୍କୁ ତାର ସମାଧାନ କରିକି ଦେବୁ